Best Herbal Product For Diabetes 2025 : ତିନି ମାସରେ ସୁଗାର ଲେଭେଲ କମିଯିବ
ବର୍ତ୍ତମାନ ଯୁଗ ହେଉଛି ରୋଗ-ବ୍ୟାଧିର ଯୁଗ, ମାତ୍ର ଏହି ଯୁଗରେ ଡାଇବେଟିସ (Diabetes) ହେଉଛି ଏକ ଧୀର ଓ ଗୁପ୍ତ ଶତ୍ରୁ, ଯାହା ଶରୀରକୁ ଆସ୍ତେ ଆସ୍ତେ ଭିତରୁ ନଷ୍ଟ କରିଦେଇଥାଏ । ଅନେକ ଲୋକ ଏହି ରୋଗକୁ ଔଷଧରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି, ମାତ୍ର ଡାକ୍ତରୀ ଔଷଧ ଦ୍ୱାରା ଡାଇବେଟିସ କମିଥାଏ ସିନା କିନ୍ତୁ ଶରୀର ମଧ୍ୟରେ ନୂଆ ରୋଗ ଧୀରେ ଧୀରେ ସୃଷ୍ଟି ହୋଇଥାଏ । ଡାଇବେଟିସ ରେ ପୀଡ଼ିତ ବ୍ୟକ୍ତିଙ୍କର ଧୀରେ ଧୀରେ ଦୃଷ୍ଟି ଶକ୍ତି କମିବା ସହ ହାର୍ଟ ଏବଂ କିଡ଼ନୀ ସମସ୍ଯା ମଧ୍ୟ ଦେଖାଦେଇଥାଏ, ତେଣୁ ବର୍ତମାନ ପରିସ୍ଥିତିରେ ଲୋକମାନେ ଧୀରେ ଧୀରେ ହର୍ବାଲ ପ୍ରଡକ୍ଟ ଉପରେ ଭରସା କଲେଣି, ଆୟୁର୍ବେଦ ଅନୁସାରେ ଯଦି କେହି ବ୍ୟକ୍ତି ସକାଳୁ ଖାଲିପେଟରେ କଲରା ଜୁସ , ଜାମୁ ଜୁସ , ମେଥୀ ଗୁଣ୍ଡ ଖାଏ ତେବେ ତାର ରକ୍ତରେ ସୁଗାର ଲେଭେଲ ଠିକ ରହିଥାଏ । ଆଜିର ବ୍ୟସ୍ତ ବହୁଳ ଜୀବନରେ ସକାଳୁ ଉଠି ଏସବୁ ଜୁସ ତିଆରି କରି ପିଇବା କଷ୍ଟସାଧ୍ୟ ବ୍ୟାପାର ହୋଇଥାଏ । ତେଣୁ ଲୋକ ମାନେ ଏମିତି ହର୍ବାଲ ପ୍ରଡକ୍ଟ ଖୋଜିଥାନ୍ତି ଯେଉଁଥିରେ କି ଏସମସ୍ତ ଜିନିଷ ରହିଥିବ। ଲୋକଙ୍କର ଏହି ଅସୁବିଧା କୁ ଅକ୍ଷୟ ଆଗରେ ରଖି ଏହି ପ୍ରଡକ୍ଟ ତିଆରି କରାଯାଇଅଛି । ଏହି ଗୋଟିଏ ପ୍ରଡକ୍ଟରେ କଲରା , ଜାମୁ, ମେଥୀ ମିଶାଇ ଜୁସ କରାଯାଇଛି ଏବଂ ଏହାକୁ ବ୍ୟବହାର କଲେ କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ , ସେଥିପାଇଁ ଏହି ପ୍ରଡକ୍ଟ ୨୦୨୪/୨୫ ମସିହାରେ ସବୁଠାରୁ ଅଧିକ ଡାଇବେଟିସ ରୋଗୀଙ୍କ ପାଇଁ ବିକ୍ରି ହେଉଥିବା ହର୍ବାଲ ପ୍ରଡକ୍ଟ ଅଟେ । ମାତ୍ର ତିନିମାସ ଏହାକୁ ସଠିକ ରୂପେ ବ୍ୟବହାର କଲେ ସୁଗାର ଲେଭେଲ କମିବା ସହିତ ଡାକ୍ତରୀ ଔଷଧ ଖାଇବା ମଧ୍ୟ ବନ୍ଦ କରିଦେବେ ।
ଏହି ପ୍ରଡକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :- Clik Here Fore Details
କଣ ଅଛି ଏହି ଜୁସ୍ ମଧ୍ୟରେ?
-
କରେଲା – ରକ୍ତରେ ଶର୍କରା କମେଇଥାଏ
-
ଜାମୁନ – ପ୍ୟାନ୍କ୍ରିଆସ ବା ଅଗ୍ନାଶୟକୁ ସୁସ୍ଥ ରଖିଥାଏ
-
ନୀମ ପତ୍ର – ଶରୀରର ଅଶୁଦ୍ଧ ବା ଖରାପ ଜିନିଷକୁ ଶରୀର ବାହାରକୁ କାଢିଦେଇଥାଏ
-
ମେଥୀ – ଡାଇଜେସନ ବା ହଜମ କରିବା ସହ ଓ ରକ୍ତରେ ଇନସୁଲିନ୍ ର ମାତ୍ରା କୁ ନିୟନ୍ତ୍ରଣ କରିଥାଏ
ଏହା କେଉଁଠି ମିଳିବ?
ଯଦି ଆପଣ ମଧ୍ୟ ଏହି ଜୁସ୍କୁ ବ୍ୟବହାର କରିବାପାଇଁ ଚାହୁଁଛନ୍ତି, ତେବେ ଏହି ଲିଙ୍କରେ କ୍ଲିକ କରି ନିଜପାଇଁ ମଗାଇ ପାରିବେ –
ଏହି ପ୍ରଡକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ : Clik Here For Details
Best Diabetes juice :- Clik Here
Best Diabetes Test Kit :- Clik Here
Best sugar Free :- Clik Here
Best Blood Pressure Mechine :- Clik Here
ଆସନ୍ତୁ ଡାଇବେଟିସର ଲକ୍ଷଣ ସମ୍ପର୍କରେ ଜାଣିବା, ଯଦି ଆପଣଙ୍କ ନିକଟରେ ଏହି ଲକ୍ଷଣ ଦେଖାଯାଉଥାଏ ତେବେ ତାର ପ୍ରତିକାର ସମ୍ପର୍କରେ ମଧ୍ୟ ଆଲୋଚନା କରିବା :
ଡାଇବେଟିଜ୍ କ’ଣ? What is Diabetes?
ଡାଇବେଟିଜ୍ ହେଉଛି ଏକ ମେଟାବୋଲିକ ଡିସଅର୍ଡର୍, ଯେଉଁଥିରେ ଶରୀର ଗ୍ଲୁକୋଜ୍କୁ ସଠିକ୍ ଭାବରେ ବ୍ୟବହାର କରିପାରେନାହିଁ। ଏଥିରେ ରକ୍ତରେ ଶର୍କରାର ସ୍ତର (blood sugar level) ବଢ଼ିଯାଏ।
ଡାଇବେଟିଜ୍ ଦୁଇ ପ୍ରକାର:
-
Type 1 Diabetes – ଏଥିରେ ଶରୀର ଇନସୁଲିନ୍ ଉତ୍ପାଦନ କରିପାରେ ନାହିଁ।
-
Type 2 Diabetes – ଏଥିରେ ଶରୀର ଇନସୁଲିନ୍କୁ ଠିକ୍ ଭାବରେ ବ୍ୟବହାର କରିପାରେ ନାହିଁ (insulin resistance)।
କାହିଁକି ଆଗୁଆ ଚିହ୍ନଟ ଜରୁରୀ?
-
ପ୍ରଥମରୁ ଚିହ୍ନଟ ନକଲେ ପରେ ଶରୀରରେ ବଡ ରୋଗ ସୃଷ୍ଟି କରିଥାଏ
-
ଲାଇଫସ୍ଟାଇଲ୍ ବଦଳ ବା ନିତିଦିନିଆ ଜୀବନଶୈଳୀ ପରିବର୍ତନ ମାଧ୍ୟମରେ ଡାଇବେଟିଜ୍ ରୁ ମୁକ୍ତି ମିଳିପାରିବ
-
ଅତିରିକ୍ତ ଚିକିତ୍ସା ଓ ଖର୍ଚ୍ଚରୁ ରକ୍ଷା ମିଳିପାରିବ
ଡାଇବେଟିଜ୍ ର ପ୍ରାରମ୍ଭିକ ଲକ୍ଷଣ :
1. ଅଧିକ ଶୋଷ ଲାଗିବା
ଯଦି ଆପଣ ପ୍ରତିଦିନ ଅଧିକ ପାଣି ପିଇବା ଆବଶ୍ୟକତା ଅନୁଭବ କରୁଛନ୍ତି, ଏହା ଡାଇବେଟିଜ୍ର ପ୍ରାରମ୍ଭିକ ସଙ୍କେତ ହୋଇପାରେ।
2. ଅଧିକ ପରିସ୍ରା ଲାଗିବା
ଶୋଷ ବଢ଼ିଲେ, ପରିସ୍ରା ମଧ୍ୟ ଅଧିକ ହୁଏ। ଏହା ଡିହାଇଡ୍ରେସନ୍ ସହିତ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ।
3. ଅଧିକ ଖାଇବା ସତ୍ତ୍ୱେ ଓଜନ କମିବା
ଯଦି ଆପଣ ଅଧିକ ଖାଦ୍ଯ ଖାଉଛନ୍ତି ତଥାପି ଓଜନ କମୁଛି, ତେବେ ଶରୀର ଗ୍ଲୁକୋଜ୍ ବ୍ୟବହାର କରିପାରୁନାହିଁ, ଏହା ମଧ୍ୟ ଡାଇବେଟିଜ୍ର ପ୍ରାରମ୍ଭିକ ସଙ୍କେତ ହୋଇପାରେ ।
4. କମ କାମରେ ଥକାଲାଗିବା ଏବଂ ଶରୀର ଦୁର୍ବଳ ହେବା
ଶରୀରର ଶକ୍ତି କହିଲେ ଗ୍ଲୁକୋଜ୍ କୁ ବୁଝାଏ, ଯଦି ଏହା ଠିକଭାବେ ବ୍ୟବହାର ହେଉନାହିଁ, ତେବେ ଶରୀର ଦୁର୍ବଳ ଅନୁଭବ କରେ।
5. ଦୃଷ୍ଟି ଶକ୍ତି କମିଯିବା
ଅନେକ ସମୟରେ ଡାଇବେଟିଜ୍ ଆଖିର ରେଟିନାରେ ପ୍ରଭାବ ପକାଏ, ଯାହା ଦୃଷ୍ଟି ଶକ୍ତି କମିବାର କାରଣ ହୋଇଥାଏ ।
6. ନିଦ ଠିକରେ ନହେବା
ଡାଇବେଟିଜ୍ ରୋଗୀଙ୍କ ରକ୍ତରେ ଶର୍କରା ବେଶି ଥିବାରୁ, ଶୀଘ୍ର ନିଦ ହୋଇନଥାଏ ।
7. ଚର୍ମ ରୋଗ ଓ କୁଣ୍ଡେଇ ହେବା ଲକ୍ଷଣ ଦେଖାହେବା
ରକ୍ତରେ ଶର୍କରା ଅଧିକ ରହିଲେ ଲୋକମାନେ ବେଳେବେଳେ ଚର୍ମ ରୋଗ, ଜାଦୁ ଏବଂ କୁଡିଆ ରୋଗରେ ପୀଡ଼ିତ ହୋଇଥାନ୍ତି ।
8. ଘା ନଶୁଖିବା
ରକ୍ତରେ ଶର୍କରା ଅଧିକ ରହିଲେ ଘା ସୁଖୀନଥାଏ , ଏହା ମଧ୍ୟ ଡାଇବେଟିଜ୍ର ପ୍ରାରମ୍ଭିକ ସଙ୍କେତ ହୋଇପାରେ।
କଣ ପରୀକ୍ଷା କରିବା ଦରକାର?
ଯଦି ଆପଣ ଉପରୋକ୍ତ ଲକ୍ଷଣ ଦେଖୁଛନ୍ତି, ତେବେ ନିମ୍ନଲିଖିତ ରକ୍ତପରୀକ୍ଷା କରିପାରିବେ:
-
Fasting Blood Sugar (FBS)
-
Post Prandial Blood Sugar (PPBS)
-
HbA1c Test – ପ୍ରସ୍ତୁତି ବିନା 3-ମାସ ର ଅଭିଜ୍ଞତା ଦିଏ
-
Random Blood Sugar Test
ଏହି ପରୀକ୍ଷା ଘରେ ବସି ମଧ୍ୟ କରିପାରିବା ଯୋଗ୍ୟ କିଟ୍ ମିଳୁଛି।
ଏହି ଟେଷ୍ଟ କୀଟ ବିଷୟରେ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :-
କଣ ପ୍ରତିକାର କରିବା ଆବଶ୍ୟକ ?
-
ଏକ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ଅଭ୍ୟାସ ରଖନ୍ତୁ
-
ଦୈନିକ 30 ମିନିଟ୍ ବ୍ୟାୟମ ଅଭ୍ୟାସ କରନ୍ତୁ
-
ପ୍ରତିମାସ ଅଥବା ପ୍ରତି ଦୁଇମାସରେ ରକ୍ତ ପରୀକ୍ଷା କରନ୍ତୁ
-
ପାଣି ପ୍ରଚୁର ମାତ୍ରାରେ ପିଅନ୍ତୁ
-
ଚିନି ଏବଂ ପ୍ରସେସ୍ ଫୁଡ୍ ରୁ ଦୂରରେ ରୁହନ୍ତୁ
ଜାଣିବା କଥା :
ଡାଇବେଟିଜ୍ ଏମିତି ଏକ ଅବସ୍ଥା ଯାହା ଆମ ପ୍ରତିଦିନର ଜୀବନଶୈଳୀ ସହିତ ଜଡିତ। ଯଦି ଆମେ ଠିକ ସମୟରେ ଏହି ରୋଗକୁ ଚିହ୍ନଟ କରିପାରିବା, ତେବେ ଏହାକୁ ରୋକିପାରିବା କିମ୍ବା ନିୟନ୍ତ୍ରଣ କରିପାରିବା ସମ୍ଭବ। ଏହି ଉଦ୍ଦେଶ୍ୟରେ ଦୈନିକ ସଜାଗତା, ତଥ୍ୟ ଓ ସରଳ ପରୀକ୍ଷା ଆମ ଲାଗି ଅତ୍ୟନ୍ତ ମୂଲ୍ୟବାନ।
ସ୍ୱାସ୍ଥ୍ୟ ହେଉଛି ସମ୍ପଦ — ତେଣୁ ସତର୍କ ରୁହନ୍ତୁ, ତଥ୍ୟ ଜାଣନ୍ତୁ ଓ ଡାଇବେଟିଜ୍ ଠାରୁ ସୁରକ୍ଷିତ ରୁହନ୍ତୁ।